30.1 C
Bhubaneswar
Monday, May 20, 2024
Homeଓଡିଶାଓଡିଶାକୁ କେହି ଭାଗ କରିପାରିବେ ନାହିଁ: ସଞ୍ଜୟ ନାୟକ

ଓଡିଶାକୁ କେହି ଭାଗ କରିପାରିବେ ନାହିଁ: ସଞ୍ଜୟ ନାୟକ

ଭୁବନେଶ୍ୱର: ନରସିଂହଙ୍କ ବୟାନକୁ ପ୍ରୟୋଜକ ସଞ୍ଜୟ ନାୟକଙ୍କ କଡା ବିରୋଧ । ଓଡିଶାକୁ କେହି ଦୁଇ ଭାଗ କରିପାରିବେ ନାହିଁ ବୋଲି କହିଲେ ସଞ୍ଜୟ ନାୟକ । ନରସିଂହ ମିଶ୍ର ଜଣେ ଭଲ ରାଜନେତା ଆଉ ସେ ରାଜନେତା ହୋଇ ରୁହନ୍ତୁ । ପିଲ୍ମ ଭିତରେ ନ ପଶି ରାଜନୀତି କରନ୍ତୁ । କେହି ଚାହିଁଲେ ଓଡିଶାକୁ କେବେ ବି ୨ ଭାଗ କରିପାରିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ନାୟକ ।

ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking