36.7 C
Bhubaneswar
Sunday, June 7, 2026
Homeଓଡିଶାମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିଗିରେ ତେଜୁଛି ଉତ୍ତେଜନା । ଏମ୍‌ଭି-୨୬ ଓ ରାଖେଲଗୁଡା କଳିରୁ ତେଜୁଛି ଉତ୍ତେଜନା । ଏଥି ପାଇଁ ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏମ୍‌ଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡଗୋଳ ପରେ ପ୍ରଶାଶନ କଟକଣା ଜାରି କରିଛି । ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରିବା ସହ ଶାନ୍ତି ଫେରାଇବା ପାଇଁ ଉଦ୍ୟମ କରୁଛି ପ୍ରଶାସନ । ଏମ୍‌ଭି-୨୬ଗାଁରେ ଭଙ୍ଗାରୁଜା ଓ ପୋଡାଜଳା ସହ ସବୁ ଛାରଖାର ହୋଇଯାଇଛି ।

୨ ଗାଁ ମଧ୍ୟରେ ପୋଡାଜଳା: ବିଏନଏସ ୧୬୩ ଜାରି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking