୨ ଗାଁ ମଧ୍ୟରେ ପୋଡାଜଳା: ବିଏନଏସ ୧୬୩ ଜାରି

ମାଲକାନଗିରି: ସାରା ରାତି  ମାଲକାନାଗିରି ଏମଭି  ୨୬ ଗାଁରେ ପୁଲିସ ପଇଁତରା ମାରିଛି । ଏମଭି ୨୬ ସମେତ  ଆଖପାଖ ଗାଁରେ  ମଧ୍ୟ ସୁରକ୍ଷା ଯୋଗାଇଛି । ପୁଲିସ ଓ ବିଏସଏଫ ଯବାନ ମୁତୟନ ରହିଛନ୍ତି । ସେପଟେ ଗାଁରୁ ଅନେକ  ଗ୍ରାମବାସୀ  ନିଜ ସମ୍ପର୍କୀୟ  ଏବଂ ଅନ୍ୟତ୍ର ସ୍ଥାନରେ  ଆଶ୍ରୟ ନେଇଥିବା ଜଣାପଡିଛି ।  ପ୍ରଶାସନ ପକ୍ଷରୁ  ଗତରାତିରୁ ହିଁ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏନେଇ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ … Continue reading ୨ ଗାଁ ମଧ୍ୟରେ ପୋଡାଜଳା: ବିଏନଏସ ୧୬୩ ଜାରି