30.1 C
Bhubaneswar
Sunday, May 19, 2024
Homeଅନ୍ୟାନ୍ୟ ପରୀକ୍ଷାଏନ୍‌ଆଟି-ଜାମସେଦପୁରର ଅନ୍ତର୍ଭୁକ୍ତ ହେଲା ଏନ୍‌ଆଇଏମ୍‌ସିଇଟି

ଏନ୍‌ଆଟି-ଜାମସେଦପୁରର ଅନ୍ତର୍ଭୁକ୍ତ ହେଲା ଏନ୍‌ଆଇଏମ୍‌ସିଇଟି

ଜାମସେଦପୁର: ଦେଶରେ ଏବେ ଧିରେ ଧିରେ ସମସ୍ତ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ତଥା କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ହେଉଛି । ଏହି ଆଧାରରେ +୨ ପରେ ତଥା ଉଚ୍ଚ ମାଧ୍ୟମିକ ଅଧ୍ୟୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ୁଛି । ପୂର୍ବରୁ ବିଭିନ୍ନ ବୋର୍ଡ ସେମାନଙ୍କ ସୁବିଧା ଅନୁସାରେ ପ୍ରବେଶିକା ପରୀକ୍ଷା କରୁଥିବା ବେଳେ ଏବେ ସାରା ଦେଶ ପାଇଁ ଭିନ୍ନ ତରିକାରେ ଭିନ୍ନ ପାଠ୍ୟକ୍ରମ ପାଇଁ ସ୍ୱଳ୍ପ ପ୍ରବେଶିକା ପରୀକ୍ଷା କରାଯାଉଛି । ଏହିଭଳି ଭାବେ ମେଡିକାଲ୍ ପାଇଁ ଏନ୍‌ଇଇଟି ଏବଂ ଇଞ୍ଜିନିୟରିଂ ଓ ମେଡିକାଲ୍ ପାଇଁ ଏନ୍‌ଆଇଟି ପ୍ରବେଶିକା ପରୀକ୍ଷା କରାଯାଉଛି ।
ଝାଡ଼ଖଣ୍ଡର ଜାମସେଦପୁର ଏନ୍‌ଆଟି ବୋର୍ଡ ଏବେ ରାଜ୍ୟର ଏମ୍‌ସିଏ ପାଠ୍ୟକ୍ରମକୁ ଏନ୍‌ଆଟି ପ୍ରବେଶିକା ପରୀକ୍ଷା ଅନ୍ତର୍ଭୁକ୍ତ କରିଛି । ଏନ୍‌ଆଇଏମ୍‌ସିଇଟି (ଏନ୍‌ଆଇଟିଏମ୍‌ସିଏ ସାଧାରଣ ପ୍ରବେଶିକା ପରୀକ୍ଷା)କୁ ଚଳିତ ଥର ଠାରୁ ପରିଚାଳନା କରିବ ଏନ୍‌ଆଇଟି ଜାମସେଦପୁର । ଏହି କ୍ରମରେ ବୋର୍ଡର ନିର୍ଦ୍ଦେଶକ କେ.କେ ଶୁକ୍ଲା କହିଛନ୍ତି ଯେ ଦେଶର ନଅଟି ଏନ୍‌ଆଇଟିରେ ୮୧୩ ଏମସିଏ ସିଟରେ ଆଡମିଶନ ପାଇଁ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୦ ରେ ହେବ। ଏପ୍ରିଲ୍ ୪ ରୁ ୱେବସାଇଟ୍ରେ ଏଥିଲାଗି ଫର୍ମ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking