30.1 C
Bhubaneswar
Thursday, March 13, 2025
Homeଅପରାଧନିର୍ଭୟା ଦୋଷୀ ଗଲେ ଆଇସିଜି

ନିର୍ଭୟା ଦୋଷୀ ଗଲେ ଆଇସିଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲା ର ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି ।୩ ଦୋଷୀ ଅକ୍ଷୟ ,ବିନୟ ,ପବନ ଗଲେ ଆଇସିଜି । ମୃତ୍ୟୁ ଦଣ୍ଡ ଉପରେ ରିହାତିଦେଶ ପାଇଁ ଆଇସିଜି ଦ୍ଵାରସ୍ଥ ହୋଇଛନ୍ତି ।ସମସ୍ତ ୪ ଦୋଷୀଙ୍କୁ ୨୦ ରେ ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଛି ।ପୁଣିଥରେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ନିର୍ଭୟା କାଣ୍ଡର ଦୋଷୀ ଆଇସିଜି ର ଦ୍ଵାରସ୍ଥ ହୋଇଛନ୍ତି ।ସୁପ୍ରୀମ କୋର୍ଟ ରେ ବାରମ୍ବାର ନିରାଶ ହେବା ପରେ ଫାଶୀ ରୁ ରିହାତି ପାଇବା ଉଦେଶ୍ୟରେ ଆଇନ ର ସବୁ ରାସ୍ତା ଆପଣାଉଥିବା ଜଣାପଡୁଛି ।
https://onakhabar.com/2020/03/16/the-woman-was-burned/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking