34.1 C
Bhubaneswar
Thursday, May 9, 2024
Homeଓଡିଶାଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ତହସିଲଦାର

ଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ତହସିଲଦାର

ପୁରୀ : ରାଜ୍ୟରେ ଦୁର୍ନୀତି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ନିମାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା ।

୪ ଲକ୍ଷ ୬୫ ହଜାର ଟଙ୍କା ଜବତ ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା। ଟଙ୍କା ଜବତ ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତେବେ ଏକକାଳୀନ ୩ଟି ସ୍ଥାନ ଯଥା କଟକ ସିଡିଏ ଘର, ଧାନମଣ୍ଡଳ, ଗରଦପୁର ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଅତିରିକ୍ତ ଏପସିଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ଏଥିରେ ୭ ଜଣ ଡିଏସପି, ୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking