33.1 C
Bhubaneswar
Sunday, April 28, 2024
Homeଓଡିଶାବିଜେପି ଛାଡ଼ିଲେ ନୀଳଗିରି ବିଧାୟକ

ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ନେତାଙ୍କ ଦଳ ଛାଡ଼ିବା ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ ଆଉ ଜଣେ ବିଜେପି ବିଧାୟକ ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ । ସେ ନିଜର ଇସ୍ତଫାପତ୍ରକୁ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଥିବା ଜଣାଯାଇଛି ।  ପ୍ରକାଶ ଯେ, ଶ୍ରୀ ନାୟକ ୨୦୧୯ ମସିହାରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ । କେବଳ ସେତିକି ନୁହେଁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking