27.1 C
Bhubaneswar
Tuesday, September 29, 2026
Homeଖେଳନ୍ୟୁଜିଲାଣ୍ଡ ୨୫୦ ରନ୍ ର ଟାର୍ଗେଟ ଦେଲା ଭାରତ

ନ୍ୟୁଜିଲାଣ୍ଡ ୨୫୦ ରନ୍ ର ଟାର୍ଗେଟ ଦେଲା ଭାରତ

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ପାଇଁ ୨୫୦ ରନ୍‌ର ଲକ୍ଷ୍ୟ ରଖିଛି। ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୨୪୯ ରନ୍ କରିପାରିଥିଲା। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପାଇଁ ଶ୍ରେୟସ ଆୟର ୯୮ ବଲ୍ ରେ ୭୯ ରନ୍ ର ଇନିଂସ ଖେଳିଥିଲେ। ଏହି ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ଅନ୍ତର୍ଭୁକ୍ତ ଥିଲା। ଅକ୍ଷର ପଟେଲ (୪୨ ରନ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୪୫ ରନ) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୫ଟି ୱିକେଟ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking