32.1 C
Bhubaneswar
Wednesday, September 18, 2024
Homeଓଡିଶାଅକ୍ଟୋବରରେ ନୂଆ ସ୍ୱାସ୍ଥ୍ୟକାର୍ଡ : ମୁକେଶ ମହାଲିଙ୍ଗ

ଅକ୍ଟୋବରରେ ନୂଆ ସ୍ୱାସ୍ଥ୍ୟକାର୍ଡ : ମୁକେଶ ମହାଲିଙ୍ଗ

ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବରରୁ ନୂଆ ସ୍ୱାସ୍ଥ୍ୟକାର୍ଡ । ଗୋଟିଏ କାର୍ଡରେ ମିଳିବ ସବୁ ସ୍ୱାସ୍ଥ୍ୟସେବା । କେମିତି ପାଇବେ ସ୍ୱାସ୍ଥ୍ୟସେବା ? ଦ୍ୱନ୍ଦ୍ୱ ଦୂରକଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡିଶାରେ ଖୁବ୍‌ଶୀଘ୍ର ଲାଗୁହେବ ଆୟୁଷ୍ମାନ ଯୋଜନା । ମିଶିଯିବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନଆରୋଗ୍ୟ । ଜିଜେଏୱାଇ ପାଇଁ ୩ ହଜାର କୋଟିର ବ୍ୟୟବରାଦ । ୨୭ ହଜାର ଅନୁବନ୍ଧିତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା । ସାରା ଦେଶରେ ବ୍ୟବହୃତ ହୋଇପାରିବ କାର୍ଡ । ୨ଟି ଯୋଜନାରେ ୧ କୋଟି ପରିବାର ଲାଭ ପାଇବେ । ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସାମିଲ କରାଯିବ । ନୂଆକାର୍ଡ ବଣ୍ଟନ ଯାଏଁ ବିଏସକେୱାଇ ଜାରି ରହିବ । ଆଉ କିଏ ସାମିଲ ହେବେ କ୍ୟବିନେଟରେ ନିଷ୍ପତ୍ତି ହେବ । ଲୋକଙ୍କୁ ବଣ୍ଟନ ହେବ ନୂଆ ସ୍ୱାସ୍ଥ୍ୟକାର୍ଡ । ଖୁବ୍ ଶୀଘ୍ର ନୂଆ କାର୍ଡର ବଣ୍ଟନ କରାଯିବ । ନିର୍ବାଚନ ସମୟରେ ନବୀନ କାର୍ଡ ବଣ୍ଟା ଯାଇଥିଲା । ଏହି କାର୍ଡ ଥିଲା ଏକ ଧିଆଁବାଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking