35.9 C
Bhubaneswar
Friday, June 19, 2026
Homeଓଡିଶାଅପହଞ୍ଚ ଗାଁରେ ପହଞ୍ଚିବ ନେଟୱର୍କ: ମନ୍ତ୍ରୀ

ଅପହଞ୍ଚ ଗାଁରେ ପହଞ୍ଚିବ ନେଟୱର୍କ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଅପହଞ୍ଚ ଗାଁରେ ପହଞ୍ଚିବ ମୋବାଇଲ ନେଟୱର୍କ। ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ ଟି ୫ଜି ଟାୱାର ଅଛି। ଅଧିକ ୫ଜି ଟାୱାର ଅପଗ୍ରେଡ଼ କରାଯାଉଛି। ୨୦୨୫ ମାର୍ଟ ସୁଦ୍ଧା ଅପହଞ୍ଚ ଗାଁକୁ ସେବା ପହଞ୍ଚେଇବା ଲକ୍ଷ । ଏ ନେଇ ଆଜି ବିଧାନସଭା ଗୃହରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking