30 C
Bhubaneswar
Thursday, July 16, 2026
Homeଓଡିଶାଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ

ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ :ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ ଯାଇଛନ୍ତି ସେନେଇ ମୁହଁ ଖୋଲିନାହାନ୍ତି। ମାତ୍ର ତାଙ୍କ ଗସ୍ତ ପରେ ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ପ୍ରାୟ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଲାଗି ସେ ଦିଲ୍ଲୀ ଯାଇଛନ୍ତି। ଏଇଟା ଗୋଟେ ତାଙ୍କର ରୁଟିନ୍‌ କାର୍ଯ୍ୟକ୍ରମ। ଆଉ କ’ଣ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବ ତାହା ତାଙ୍କୁ ଜଣାନାହିଁ ବୋଲି ଦେବୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking