30.1 C
Bhubaneswar
Tuesday, April 29, 2025
Homeଓଡିଶାନବ ଦାସ ହତ୍ୟା ମାମଲା, ମୋ ଦାବି ଅପରିବର୍ତ୍ତିତ : ଜୟନାରାୟଣ

ନବ ଦାସ ହତ୍ୟା ମାମଲା, ମୋ ଦାବି ଅପରିବର୍ତ୍ତିତ : ଜୟନାରାୟଣ

ଝାରସୁଗୁଡା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ  ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି,ସିବିଆଇ  ତଦନ୍ତ ଦାବି କରୁଥିଲି ଆଜି ବି କରୁଛି । ମୋ ଦାବି  ଅପରିବର୍ତ୍ତିତ  ା ପରିବାର ସରକାରକୁ  ଭେଟି ସିବିଆଇ ତଦନ୍ତ ଦାବି କରନ୍ତୁ । ମୁଁ ସରକାରଙ୍କ ଉପରେ  ଚାପ ପ୍ରୟୋଗ କରିବି । ପୂର୍ୱରୁ କହିଥିଲି  ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇବାକୁ । ଆଜି ସିଏ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । କ୍ରାଇମବ୍ରାଞ୍ଚ ତଦନ୍ତ ଦୁଇ ବର୍ଷ ହୋଇଗଲାଣି । କେଉଁ କାଗଜ କୁଆଡେ ଯାଇଥିବ  କହିହେବନି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking