39.1 C
Bhubaneswar
Friday, April 26, 2024
Homeଅପରାଧମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସାନଖେମୁଣ୍ଡି : ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଆସିକା ବ୍ଲକ୍ ହରଡାପଦର ଗାଁ ଶିବ ମନ୍ଦିର ପରିସରରୁ ମିଳିଲା ମୃତଦେହ ।ମହିଳା ଜଣଙ୍କ ହେଲେ ରଞ୍ଜିତା ନାୟକ । ତାଙ୍କ ବୟସ ୪୨ ବର୍ଷ
ମହିଳାଙ୍କ ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାନସାରେ,ସକାଳୁ ମହିଳା ଜଣଙ୍କ ମନ୍ଦିରକୁ ଯାଇଥିଲେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking