28.1 C
Bhubaneswar
Friday, November 13, 2026
Homeଓଡିଶାମହା ସରସ୍ୱତୀ ବେଶରେ ମା ଭଦ୍ରକାଳୀ

ମହା ସରସ୍ୱତୀ ବେଶରେ ମା ଭଦ୍ରକାଳୀ

ଭଦ୍ରକ: ମହା ସରସ୍ୱତୀ ବେଶରେ ମା ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ । ଷଷ୍ଠ ଦିନରେ ମା ଭଦ୍ରକାଳୀ ଶ୍ରଦ୍ଧାଳୁଙ୍କୁ ମହା ସରସ୍ୱତୀ ବେଶରେ ଦର୍ଶନ ଦେଉଛନ୍ତି । ହଂସ ଉପରେ ମା ଭଦ୍ରକାଳୀ ବିରାଜମାନ ହେବା ସହିତ ହାତରେ ବୀଣା ଓ ବେଦ ଧାରଣ କରିଛନ୍ତି । ଏହି ବେଶରେ ମାଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି, ଜ୍ଞାନ ଆହୋରଣ ହେବା ସହିତ ସର୍ବ ସୁଖ ପ୍ରାପ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ଅତୁଟ ବିଶ୍ୱାସ ରହିଛି । ମାଙ୍କର ଦିବ୍ୟ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking