ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓରରିଏଣ୍ଟସନ ପ୍ରେ।।ଗ୍ରାମକୁ ବୟକଟ କରିବ କଂଗ୍ରେସ । ବିଜେଡି ମଧ୍ୟ ବୟକଟ କରୁ ବୋଲି ଆହ୍ୱାନ ଦେଉଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସାମ୍ବିଧାନିକ ପଦ, ଯଥେଷ୍ଟ ସମ୍ମାନ ରହିଛି । ଏସରକାରରେ ବିଧାୟକମାନଙ୍କର ସମ୍ମାନ ନାହିଁ । ବୟକଟ ଦରକାର । ବିରୋଧୀ ବିଧାୟକ ଭଲଭାବେ ତାଲିମପ୍ରାପ୍ତ, ଟ୍ରେନିଂ ବିଜେପି ବିଧାୟକଙ୍କୁ ଦରକାର ।










