32.2 C
Bhubaneswar
Sunday, June 28, 2026
Homeଅପରାଧମାଆ-ଝିଅଙ୍କୁ ବୀଭତ୍ସ ହତ୍ୟା

ମାଆ-ଝିଅଙ୍କୁ ବୀଭତ୍ସ ହତ୍ୟା

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହାରେ ମାଆ ଓ ୯ ବର୍ଷର କୁନି ଝିଅକୁ ବୀଭତ୍ସ ହତ୍ୟା ଘଟଣା । ସନ୍ଦେହଘେରରେ ସ୍ୱାମୀ ଚୈତନ୍ୟ ଟୁଡୁ । ଚୈତନ୍ୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକ ଜଣକ ନିଜ ସ୍ତ୍ରୀ ଓ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗାଁରେ ଗତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା । ଆଜି ମୃତ ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking