27.2 C
Bhubaneswar
Monday, July 20, 2026
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ

ନୂଆଦିଲ୍ଲୀରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ । ସଂସଦ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ।  ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍କାଇରୁଟ୍ ଏରୋସ୍ପେସ୍ ପଛରେ ଥିବା ଟିମ୍ ବିଷୟରେ କହିଥିଲେ, ‘ସ୍କାଇରୁଟ୍’ ଷ୍ଟାର୍ଟଅପ୍ ରେ କାର୍ଯ୍ୟରତ ସମଗ୍ର ଟିମର ହାରାହାରି ବୟସ ମାତ୍ର ୨୮ ବର୍ଷ ବୋଲି କହିଥିଲେ । ଏପରି ଯୁବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି; ମୁଁ କୌଣସି ୫୬ ବର୍ଷୀୟ ‘ଯୁବକ’ ବିଷୟରେ କହୁ ନାହିଁ, ମୁଁ ଦେଶର ସେହି ଷ୍ଟାର୍ଟଆପ୍ ଗୁଡ଼ିକ ବିଷୟରେ କହୁଛି , ଯାହାର ହାରାହାରି ବୟସ ୨୮ ବର୍ଷ ଏବଂ ଯାହା ମହାକାଶରେ ଭାରତର ପତାକା ଉଡ଼ାଇଛି । ରାହୁଲ ଗାନ୍ଧୀଙ୍କୁ ଯୁବ ନେତା କୁହାଯାଉଥିବା ବେଳେ ନା ନନେଇ ପ୍ରଧାନମନ୍ତ୍ରୀ କକ୍ଷାଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking