28.9 C
Bhubaneswar
Saturday, July 11, 2026
Homeଦେଶ ବିଦେଶନ୍ୟୁଜିଲାଣ୍ଡ ମଫଲରର କାହାଣୀ କହି ଭାବୁକ ହେଲେ ମୋଦୀ

ନ୍ୟୁଜିଲାଣ୍ଡ ମଫଲରର କାହାଣୀ କହି ଭାବୁକ ହେଲେ ମୋଦୀ

ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକଲ୍ୟାଣ୍ଡଠାରେ ଶନିବାର ଆୟୋଜିତ ଭାରତୀୟ ସମାବେଶରେ ନିଜର ଏକ ପୁରୁଣା ଓ ଆବେଗପୂର୍ଣ୍ଣ ସ୍ମୃତି ବାଣ୍ଟିଛନ୍ତି। ୨୫ରୁ ୩୦ ତଳେ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଜଣେ ବନ୍ଧୁ ତାଙ୍କୁ ଉପହାରରେ ଦେଇଥିବା ମଫଲର୍, ଟୋପି ଏବଂ ଗ୍ଲୋଭସ୍ ସେଟକୁ ସଭାରେ ଦେଖାଇବା ସହ ଭାବବିହ୍ବଳ ହୋଇପଡ଼ିଥିଲେ ଏବଂ କହିଥିଲେ, ମୁଁ ଏହି ମଫଲରକୁ ବର୍ଷ ବର୍ଷ ଧରି ଅନେକ ଥର ବ୍ୟବହାର କରିଛି। ଆଜି ବି ମୁଁ ଏହାକୁ ସେତିକି ମୂଲ୍ୟବାନ ମନେକରେ, ଯେପରି ନ୍ୟୁଜିଲାଣ୍ଡବାସୀଙ୍କ ଭଲପାଇବାକୁ ମୁଁ ସମ୍ମାନ ଦିଏ। ଦୁଇ ଦେଶର ସମ୍ପର୍କ କେବଳ କୂଟନୀତି ନୁହେଁ, ବରଂ ଏହା ମଫଲର୍ ଭଳି ଏକ ଅତି ପୁରୁଣା ବ୍ୟକ୍ତିଗତ ବନ୍ଧୁତା ଓ ସ୍ମୃତିର ମିଶ୍ରଣ ବୋଲି ସେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking