40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୋଦିଙ୍କ ନୂଆ କ୍ୟାବିନେଟରେ କୃଷି ପାଇଁ ଲକ୍ଷେ କୋଟି ମଂଜୁର

ମୋଦିଙ୍କ ନୂଆ କ୍ୟାବିନେଟରେ କୃଷି ପାଇଁ ଲକ୍ଷେ କୋଟି ମଂଜୁର

ନୂଆଦିଲ୍ଲୀ: ମୋଦିଙ୍କ ନୂଆ ଟିମ ଗଠନ ହେବା ପରେ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି ହୋଇଛି । ଚାଷୀଙ୍କ ସହାୟତା ପାଇଁ ୧ ଲକ୍ଷ କୋଟି ଅନୁଦାନକୁ ମଂଜୁରୀ ମିଳିଛି । ମଣ୍ଡି ଭିତ୍ତିଭୂମି ସୁଦୃଢ କରିବାକୁ ୧ ଲକ୍ଷ କୋଟି ମଂଜୁର ହୋଇଛି । ସାମ୍ବାଦିକ ସମ୍ମିଳନୀରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି । ଏହାପରେ ଆଉ ଏକ ବଡ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଅନୁଦାନ ନେଇ ନିଷ୍ପତ୍ତି ହୋଇଛି । ୨୩୧୨୩ କୋଟିର କୋଭିଡ ପାଣ୍ଠି ପାଇଁ ନିଷ୍ପତ୍ତି ହୋଇଛି । ୨୩ ହଜାର କୋଟିରୁ କେନ୍ଦ୍ର ୧୫ ହଜାର, ରାଜ୍ୟ ୮ ହଜାର କୋଟି ଦେବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking