37.1 C
Bhubaneswar
Thursday, March 28, 2024
Homeଓଡିଶାମୋ ପରିବାର ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ମୋ ପରିବାର ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଟମକା ଠାରେ ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ବିଧାୟକ ଇ ପ୍ରିତିରଂଜ ଘଡ଼ାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦାନଗଦି ବ୍ଲକର 8ନମ୍ବର ଜୋନ ଟମକା କିଆଁ ଝର ପଂଚାୟତ ସମେତ ବିଭିନ୍ନ ପଂଚାୟତର ବି. ଜେ. ଡ଼ି କର୍ମୀ ମାନେ ରକ୍ତ ଦାନ କରିଥିଲେ । ରକ୍ତ ଦାନ ମହାପୁଣ୍ଣ୍ୟ ରକ୍ତ ଦାତା ମାନେ ରକ୍ତ ଦେହି ଜୀବନ ଦାନ କରୁଥିବାରୁ ସେମାନେ ମହାନ ବୋଲି ଶ୍ରୀ ଘଡ଼ାଇ କହିଥିଲେ ଓ ରକ୍ତ ଦାତା ମାନଂକୁ ସ୍ୱାଗତ କରି ଥିଲେ । ଏହି ଶିବିର ରେ 225 ୟୁନିଟ ରକ୍ତ ସଂଗ୍ରହ କରାଯଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking