30.1 C
Bhubaneswar
Wednesday, April 24, 2024
Homeକରୋନାକରୋନା ମୃତ୍ୟୁ ୧ ଲକ୍ଷ ୯ ହଜାର ୧୫୦

କରୋନା ମୃତ୍ୟୁ ୧ ଲକ୍ଷ ୯ ହଜାର ୧୫୦

ନୂଆଦିଲ୍ଲୀ: ଦେଶରେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୧୫୦କୁ ବୃଦ୍ଧି ପାଇଛି । ଦିନକରେ ୮୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୨୪ ଘଂଟାରେ ୬୬୭୩୨ କଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି । ସେହିଭଳି ୮୬୧୮୫୩ ଆକ୍ଟିଭ କେସ ରହିଥିବା ବେଳେ ୬୧୪୯୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking