26.1 C
Bhubaneswar
Saturday, July 5, 2025
Homeଓଡିଶାଛାତ୍ରଛାତ୍ରୀଙ୍କୁ ବିଧାୟିକା ପଢାଇଲେ ପାଠ

ଛାତ୍ରଛାତ୍ରୀଙ୍କୁ ବିଧାୟିକା ପଢାଇଲେ ପାଠ

ମୟୁରଭଞ୍ଜ : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଚର୍ଚ୍ଚାରେ କରଞ୍ଜିଆ ବିଧାୟିକା । ତାଙ୍କର ଏଭଳି ପଦକ୍ଷେପ ପାଇଁ ଏବେ ସବୁ ମହଲରୁ ପ୍ରଶଂସା ଅଜାଡି ହୋଇ ପଡୁଛି । ମୟୁରଭଞ୍ଜ ଜିଲ୍ଲା ହାତିବାରୀ ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହାତିବାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ । ଗତକାଲି ହାତିବାରୀ ଅଞ୍ଚଳ ଗସ୍ତରେ ଯାଇଥିବା ସମୟରେ ବିଧାୟିକା ଅଚାନକ ପଶିଥିଲେ ସ୍କୁଲରେ । ଏବଂ ସ୍କୁଲର ସମସ୍ୟା ସମ୍ପର୍କରେ ପଚାରିବୁଝି ଆଲୋଚନା କରିବା ସହିତ ଛାତ୍ର ଛାତ୍ରୀଙ୍କୁ ବେଶ କିଛିସମୟ ପାଠ ପଢାଇ ଥିବା ଜଣାପଡିଛି ।
https://onakhabar.com/2020/01/30/bank-closed-for-4-days/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking