28.1 C
Bhubaneswar
Thursday, May 2, 2024
Homeଓଡିଶାଫେବୃଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା

ଫେବୃଆରୀ ୧୯ରୁ ମ୍ୟାଟ୍ରିକ ପରୀକ୍ଷା

କଟକ: ମ୍ୟାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଚାଲିବ । ତେବେ ୧୯ ବୁଧବାର ପ୍ରଥମ ଦିନ ମାତୃଭାଷା , ୨୨ରେ ଇଂଗ୍ରାଜୀ, ୨୪ରେ ସଂସ୍କୃତ/ ହିନ୍ଦୀ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ ୧ରେ ପ୍ରାକ୍ଟିକାଲ ପରୀକ୍ଷା , ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଗଣିତ ପରୀକ୍ଷା ଦିନ ମିଳିବ ଅଧିକ ୧୫ମିନିଟ ସମୟ । ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ଅଧିକ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ ।
https://onakhabar.com/2019/12/24/%e0%ad%a8%e0%ad%ac%e0%ac%b0%e0%ad%87-%e0%ac%b8%e0%ad%8d%e0%ac%95%e0%ad%81%e0%ac%b2-%e0%ac%9b%e0%ad%81%e0%ac%9f%e0%ac%bf/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking