39.2 C
Bhubaneswar
Thursday, April 18, 2024
Homeଏକ୍ସକ୍ଲୁସିଭ୍୨୬ରେ ସ୍କୁଲ ଛୁଟି

୨୬ରେ ସ୍କୁଲ ଛୁଟି

ଭୁବନେଶ୍ୱର: ଚାଳିତମାସ ଆସନ୍ତା ୨୬ ତାରିଖରେ ସୂର୍ଯ୍ୟପରାଗ ପାଇଁ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।ଡିସେମ୍ବର ମାସ ୨୬ ତାରିଖରେ କେତୁଗ୍ରସ୍ତ ଆଶିଂକ ସୂର୍ଯ୍ୟ ପରାଗ ହେଉଅଛି । ଏହି କାରଣରୁ ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟମାନଙ୍କରେ ଛୁଟି ଘୋଷଣା କରିଛନ୍ତି । ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ । ଓଡିଶାରେ ଆଶିଂକ ଭାବେ ସୂର୍ଯ୍ୟ ପରାଗ ଦେଖାଯିବ ।  ଓଡିଶାରେ ଏହା ଦୃଶ୍ୟମାନ ହେଉଥିବାରୁ ଏହାକୁ ପାଳନ କରାଯିବ |
https://onakhabar.com/2019/12/23/suicide-17/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking