40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବ୍ୟାଙ୍କରେ ବଡ ଧରଣର ବିଷ୍ପୋରଣ : ୩ ମୃତ, ୧୨ ଆହତ

ବ୍ୟାଙ୍କରେ ବଡ ଧରଣର ବିଷ୍ପୋରଣ : ୩ ମୃତ, ୧୨ ଆହତ

ନୂଆଦିଲ୍ଲୀ : ଆଫଗାନସ୍ତାନ କାନ୍ଦାର ସହରରେ ଥିବା ଏକ ଘରୋଇ ବ୍ୟାଙ୍କରେ ବଡ ଧରଣର ବିଷ୍ପୋରଣ ହୋଇଛି । ଗୁରୁବାର ସକାଳେ ଏହି ବଷ୍ଫୋରଣ ଘଟିଛି । ଏଥିରେ ୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଜଣେ ବ୍ୟକ୍ତି ନିଜକୁ ବୋମାରେ ଉଡାଇ ଦେଇଥିଲେ । ଯାହା ଫଳରେ ଏଭଳି ଭୟାନକ ପରିସ୍ଥିତି ସୃଷ୍ଠି ହୋଇଥିଲା । ତେବେ ସମସ୍ତ ପୀଡିତ ନ୍ୟୁ କାବୁଲ ବ୍ୟାଙ୍କ ଶାଖା କୁ ନିଜର ମାସିକ ଦରମା ସଂଗ୍ରହ କରିବାକୁ ଆସିଥିଲେ । ଏହି ସମୟରେ ହଠାତ ଏକ ବଡ ବିସ୍ଫୋରଣ ହୋଇଥିଲା । ତେବେ ଘଟଣା ବାବଦରେ କୈାଣସି ସୂଚନା ମିଳିନଥିବା ବେଳେ ଘଟଣାର ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking