32.1 C
Bhubaneswar
Sunday, July 27, 2025
HomeUncategorizedଅଲ ଓଡିଶା ଟେକନିକାଲ ସ୍ଟୁଡେଣ୍ଟ ଅର୍ଗାନାଇଜେସନ ତରଫରୁ ମାକ୍ସ ବଣ୍ଟନ

ଅଲ ଓଡିଶା ଟେକନିକାଲ ସ୍ଟୁଡେଣ୍ଟ ଅର୍ଗାନାଇଜେସନ ତରଫରୁ ମାକ୍ସ ବଣ୍ଟନ

ଭୁବନେଶ୍ୱର : ଅଲ ଓଡିଶା ଟେକନିକାଲ ସ୍ଟୁଡେଣ୍ଟ ଅର୍ଗାନାଇଜେସନ ତରଫରୁ ମାକ୍ସ ବଣ୍ଟନ କରାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟେରକ୍ୟାଣ୍ଟିନ ଠାରେ ଅଲ ଓଡିଶା ଟେକନିକାଲ ସ୍ଟୁଡେଣ୍ଟ ଅର୍ଗାନାଇଜେସନ ତରଫରୁ ମାକ୍ସ ବଣ୍ଟନ କରାଯାଇଛି। ଏଥିରେ ରଶ୍ମି ରଞ୍ଜନ ଦାସ ଏହାର ନେତୃତ୍ୱ ନେଇଥିଲେ ଏବଂ ଏଥିରେ ସ୍ଟୁଡେଣ୍ଟ ମାନେ ସାମିଲ ଥିଲେ। କୋଭିଡ ନିୟମକୁ ମାନି ସାଧାରଣ ଲୋକଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking