36.1 C
Bhubaneswar
Thursday, May 14, 2026
Homeଓଡିଶାଶିଶୁ ଉଦ୍ୟାନ ପୋଖରୀରେ ମୃତଦେହ

ଶିଶୁ ଉଦ୍ୟାନ ପୋଖରୀରେ ମୃତଦେହ

କୁଚିଣ୍ଡା: ଶିଶୁ ଉଦ୍ୟାନ ପୋଖରୀରେ ଭାସୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ୭ ରୁ ୮ ଦିନ ତଳର ହୋଇଥିବା ନେଇ ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ପୋଲିସ ଓ ଅଗ୍ନିଶମ ବାହିନୀର ତନାଘନା । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking