22.1 C
Bhubaneswar
Wednesday, January 22, 2025
Homeଓଡିଶାପୋଲିସ କ୍ୟାମ୍ପ ଉପରେ ମାଓ ହମଲା

ପୋଲିସ କ୍ୟାମ୍ପ ଉପରେ ମାଓ ହମଲା

ଭୁବନେଶ୍ୱର : ପୋଲିସ କ୍ୟାମ୍ପ ଉପରେ  ଅତର୍କିତ ମାଓ ହମଲା ହୋଇଛି । ମାଓ ହମଲାରେ ଜଣେ ଯବାନ ଆହତ, ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବିଜାପୁର ଜିଲ୍ଲା ପାମେଡ ଥାନା ଜିଡପାଲୀ ଗାଁ ନିକଟ କ୍ୟାମ୍ପରେ ହମଲା ହୋଇଥିଲା । ବିଳମ୍ବିତ ରାତିରେ ଅତର୍କିତ ଗୁଳିବର୍ଷା କଲେ ମାଓବାଦୀ । ଯବାନଙକ୍ ରକେଟ ଓ ଗୁଳିମାଡ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking