26.1 C
Bhubaneswar
Sunday, May 10, 2026
Homeଓଡିଶାପୁଣି ଦିଲ୍ଲୀ ଗଲେ ମନମୋହନ

ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ। ହେଲେ ଫେରିବାର କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା, ଯେଉଁଥିପାଇଁ ସେ ପୁଣି ଥରେ ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ଶୀର୍ଷ ନେତୃତ୍ବକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking