27.1 C
Bhubaneswar
Friday, March 29, 2024
Homeଓଡିଶାକାର୍ତିକ ମାସରେ ମାନବଷା ଓଷା

କାର୍ତିକ ମାସରେ ମାନବଷା ଓଷା

କେନ୍ଦ୍ରାପଡା : ସମଗ୍ର ଓଡିଶାରେ ମାର୍ଗଶିର ମାସର ପ୍ରଥମ ଗୁରୁବାରରେ ମହିଳାମାନେ ମାଣବଷା ଗୁରୁବାର ଓଷା ପାଳନ କରୁଥିବା ବେଳେ କେନ୍ଦ୍ରାପଡାରେ କାର୍ତିକ ମାସରେ ଗଜଲଖ୍ମୀଙ୍କ ନିକଟରେ ମାଣ ବସାଯାଇ ମାଣବଷା ଓଷା ପାଳନ କରାଯାଏ। କେନ୍ଦ୍ରାପଡାର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଦାନପତି ଗଜଲଖ୍ମୀଙ୍କ ମେଢ ନିକଟରେ ଗଜଲଖ୍ମୀ ପୂଜା ସମୟରେ ମାଣ ବସାଯାଇ ମାଣବଷା ଓଷାର ନିତୀ ଅନୁସାରେ ମାଣବଷା ଓଷା ହୋଇଥାଏ। ଗତ 1937 ମସିହାରୁ ଯେବେଠାରୁ କେନ୍ଦ୍ରାପଡାରେ ଗଜଲଖ୍ମୀଙ୍କ ପୂଜା ହେଉଛି ସେବେ ଠାରୁ ଚାରି ପଢି ଧରି ପ୍ରତିବର୍ଷ ଗଜଲଖ୍ମୀଙ୍କ ନିକଟରେ ମାଣବଷା ଯାଇ ମାଣବଷା ଓଷା କରାଯାଉଛି। ଏ ପ୍ରକାର ପରମ୍ପରା ଓଡିଶାର ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking