27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୦୦ ଗ୍ରାମ ବ୍ରାଉନ ସୁଗାର ସହ ୨୩ ଲକ୍ଷ ଟଙ୍କା ଜବତ

୧୦୦ ଗ୍ରାମ ବ୍ରାଉନ ସୁଗାର ସହ ୨୩ ଲକ୍ଷ ଟଙ୍କା ଜବତ

ବାଲେଶ୍ୱର : ବାଲେଶ୍ୱରର ଅରଡ଼ା ଅଞ୍ଚଳରୁ ଧରା ପଡ଼ିଛ ଏକ ବଡ଼ ଧରଣର ବ୍ରାଉନସୁଗାର ଗ୍ୟାଙ୍ଗ । ପୋଲିସ ଚଢଉ କରି ୧୦୦ ଗ୍ରାମ ବ୍ରାଉନ ସୁଗାର ଓ ୨୩ ଲକ୍ଷର ନଗଦ ଟଙ୍କା ଜବତ କରିଛି । ଏଥିରେ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ମୁନା ଖାଁ ଧରା ପଡ଼ିଛି । ତେବେ ପୋଲିସର ଚଢଉ ସମୟରେ ବାପୁନା ନାମକ ଜଣେ ସହଯୋଗୀ ଖସି ପଳାଇ ଯାଇଥିଲା । ଶେଖ ରାଜାକୁ ଏସଟିଏଫ(ସ୍ପେଶାଲ ଟାସ୍କ ଫୋର୍ସ) ଧରିବା ପରଠୁ ମୁନା ଖାଁ ବ୍ରାଉନ ସୁଗାର ସାମ୍ରାଜ୍ୟ ଚଳାଉଥିଲା ବୋଲି ଜଣାପଡ଼ିଛି । ଶେଖ ରାଜାକୁ ମଧ୍ୟ ପୋଲିସ ବହୁତ ଦିନରୁ ତନାଘନା ଚଲାଇଥିଲ । ତେବେ ମୁନା ଖାଁ ଶେଖ ରାଜାର ଭିଣୋଇ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking