32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୫୦ ଦେଶରେ ପହଞ୍ଚିଲା ମେଡ ଇନ ଇଣ୍ଡିଆ କୋରାନା ଟୀକା

୫୦ ଦେଶରେ ପହଞ୍ଚିଲା ମେଡ ଇନ ଇଣ୍ଡିଆ କୋରାନା ଟୀକା

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ହୋଇଥିବା କୋରନା ଟୀକାର ଚର୍ଚ୍ଚା ପୁରା ବିଶ୍ୱରେ ହେଉଛି । ଭାରତ ମଧ୍ୟ ଅନେକ ଦେଶକୁ ଏହି ଟୀକା ପଠାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଥଲେ ଯେ ବିଶ୍ୱରେ ପ୍ରାୟ ୫୦ ଟି ଦେଶକୁ ବର୍ତ୍ତମାନ ଯାଏଁ କୋରନା ଟୀକା ପଠାଯାଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନର ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୋଫବେନଙ୍କ ସହ ଏକ ଭର୍ଚ୍ଚୁଆଲ ବାର୍ତ୍ତା ସମୟରେ ଏହି ସୂଚନା ଦେଇଛନ୍ତି ।

ଭାରତ ନିଜ ପଡୋଶୀ ଦେଶ ମାନଙ୍କୁ କୋରନା ଟୀକା ପଠାଇସାରିଛି ।ଏହାପରେ ଅନେକ ଆଫ୍ରକିୟ ଓ ୟୁରୋପୀୟ ଦେଶକୁ ମଧ୍ୟ ଟୀକା ପଠାଯାଇଛି । ଏହି କିଛି ଦିନ ପୁର୍ବେ କାନାଡା, ଲୋସୋଥୋ, କାଙ୍ଗୋ, ଖ୍ୱାଣ୍ଡା,ନାଇଜେରିଆ, ଏଣ୍ଡିଗୁଆ, ବରବୁଡା, ସୁରିନାମ,କମ୍ବୋଡିଆ ପ୍ରଭୃତି ଦେଶକୁ ଭାରତୀୟ କୋରନା ଟୀକା ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking