29.4 C
Bhubaneswar
Tuesday, June 30, 2026
Homeଓଡିଶାମାତିଛି ପାଗଳା କୁକୁର :୨୨ ରୁ ଅଧିକ ଗୁରୁତର

ମାତିଛି ପାଗଳା କୁକୁର :୨୨ ରୁ ଅଧିକ ଗୁରୁତର

ଅନୁଗୁଳ:ଅନୁଗୁଳରେ ମାତିଛି ପାଗଳା କୁକୁର । ଯାହାକୁ ଦେଖୁଛି, ତାଙ୍କୁ କାମୁଡି ରକ୍ତାକ୍ତ କରିପକାଉଛି । ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛି । ଶୁଶୁଡା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡା ଅଞ୍ଚଳରେ ଏହି ପାଗଳ କୁକୁରଟି ଆକ୍ରମଣ କରି ଲୋକଙ୍କୁ ଲହୁଲୁହାଣ କରିପକାଉଛି ।ଆକ୍ରମଣରେ ଛୋଟ ଛୁଆ ଠାରୁ ଆରମ୍ବ କରି ବଡ଼ ଲୋକ ପର୍ଯ୍ୟନ୍ତ ତଥା ପାଖାପାଖି ୨୨ ରୁ ଅଧିକ ଗୁରୁତର ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଛି । ଗୁରୁତରଙ୍କୁ ଜିଲ୍ଲା ମୁ୍‌ଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking