38.1 C
Bhubaneswar
Friday, April 26, 2024
Homeଓଡିଶାମାଁ କଣ୍ଟା ବାଉଁଶୁଣି ଶକ୍ତି ପୀଠ

ମାଁ କଣ୍ଟା ବାଉଁଶୁଣି ଶକ୍ତି ପୀଠ

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଠାରେ ଅବସ୍ଥିତ ମାଁଙ୍କ ଶକ୍ତିପୀଠ l ମାଁ ସେହି ଅଞ୍ଚଳର ଅଧିଷ୍ଟାତି ଦେବୀ l ମାଁଙ୍କ ମହିମା ଅବର୍ଣ୍ଣନୀୟ l ଜଗନ୍ନାଥ ଓ ଆଦିବାସୀ ସଂସ୍କୃତିର ଅପୂର୍ବ ସମନୀୟ ପୀଠ l ମାଁ ପୂଜା ପାଇ ଆସୁଛନ୍ତି ଆଦିମ କାଳରୁ l ସେହି ସମୟ ରେ ବାଲିକୁଦରେ ମାଁଙ୍କ ପୀଠ ଥିଲା l କିଛି ଦୀନ ଅନ୍ତେ ଗୁଞ୍ଜିଗୁଡ଼ା ଗ୍ରାମର ମୁଖିଆଙ୍କୁ ସପ୍ନ ରେ ଆସିଥିଲେ ମାଁ ଆଉ କହିଥିଲେ ମୁଁ ଦେବୀ ଏଠାରେ ଅଛି ମୋତେ ପୂଜା ଅର୍ଚ୍ଚନା କର l ତା ପର ମୁହୂର୍ତ୍ତରେ ଗ୍ରାମବାସି ପୂଜା ଅର୍ଚ୍ଚନା କରିବା ଆରମ୍ଭ କରିଥିଲେ l ପୂଜା କରିବା ପରେ ଧୀରେ ଧୀରେ ବାଉଁଶ ଗଛ ଉଠିବା ଆରମ୍ଭ ହୋଇ ବଡ଼ହେଲା ମନ୍ଦିରତୁଲ୍ୟ ହଇ ସଭାପାଇ ଥିଲା l ଧୀରେ ଧୀରେ ଅଞ୍ଚଳ ବାସି ମାଙ୍କୁ କୋଣ୍ଟାବାଉଁଶୁଣି ଦେବୀ ନାମୋରେ ପୂଜାକୋଲେ କରିଥିଲେ l ମାଁଙ୍କ ମହାତ୍ମା ଆଦିମ କାଳରୁ ରହିଛି l ମାଁ ଙ୍କ ଆବିର୍ଭାବ ଅଦଦ୍ଭୁତ ଜନକ l ପୁରାତନ କଳେ ଏକ ନବ ଦମ୍ପତି ତାଙ୍କ ବନ୍ଦୁଙ୍କ ଘରକୁ ବାହାରିଲେ ଜିବା ନୋ ଦୀନ ପୂଜା ସାରି ନବଦମ୍ପତି ଅହଲ୍ୟା ଆଉ ବାସୁଦେବ ଫେରିବା ସମୟରେ ସେହି ବାଲିଗୋଦା ରେ ଅସ୍ତ୍ର ଶସ୍ତ୍ର ଖୋଜିବା ଆରମ୍ଭ କରିଥିଲେ l ଗଡରେ ଅହଲ୍ୟା ସ୍ତ୍ରୀ l ଖୋଜୁ ଖୋଜୁ ତାଙ୍କ ଗୋଡ଼ର ବ୍ରୁଢା ଆଙ୍ଗୁଳି ରେ ତୀର ବାଜି ଥିଲା ଆଉ ବୋହୁ ରକ୍ତ ସ୍ରାବ ହୋଇଥିଲା l ସେଇଠି ହିଁ ଅହଲ୍ୟା ଙ୍କ ମୃତୁ ଘଟିଥିଲା l ତାପରେ ପରେ ସ୍ଵାମୀ ବାସୁଦେବ ଙ୍କ ମୃତ୍ୟୁ ହୋଇଥିଲା l

ଦିନେ ଜୟପୁର ରଜା ଯାଇଥିଲେ ମାଁଙ୍କ ଶକ୍ତିର ପରିଚୟ ନିମନ୍ତେ l ଦର୍ଶନ କରୀ ଫେରିବା ସମୟ ରେ ଗ୍ରାମ ବାସୀଙ୍କୁ ମନ୍ଧିର ନିର୍ମାଣ ନିମନ୍ତେ ଆଦେଶ କୋରୀ ଫେରିଥିଲେ l ରାଜାଙ୍କୁ ସପ୍ନ ହେଇଥିଲେ ମାଁ କହିଥିଲେ ମୁଁ ମୋ ଉଇ ହୁଙ୍କା ଭିତରେ ସ୍ଵର୍ଣ୍ଣ ମନ୍ଦିରରେ ରହିଛି ମୋର ଦାଣ୍ଡଦେଖା ମନ୍ଦିର ଆବଶ୍ୟକ ନାଇଁ l ମୋର ଏହି ମନ୍ଦିରକୁ ପ୍ରଯ୍ୟୁଜ l
ଭୋକ୍ତ ହିଁ ଦେଖି ପାରିବ କହିଥିଲେ ମାଁ l ମୋର ଏହି ସବୁଜିମା ବଣ ହିଁ ଚିରନ୍ତନ ସତ୍ୟର ଗାଥାକୁ ପ୍ରକ୍ରୁତୀର ପରିଚୟ ଦେଇଛି l ମାଁ ଅବୋସ୍ତୀତ ଗାଁକୁ ରାସ୍ତା ନୋଥାଏ ଦିନେ ମାଁ ମୁଖ୍ୟ ପୂଜକଙ୍କୁ ସପ୍ନରେ କୋହୀଥୀଲେ ଏହୀଜେଗାକୁ ଦୁନିଆ ଜାଣିବେ l ତାହା ଆଜି ସତରେ ପୋରୀଣତ ହଇଛି l ମାଙ୍କ ଏତେ ମହିମା ଯେ ଆଜି କୋଣ୍ଟାବାଉଁଶୁଣି ମାଁଙ୍କ ନାରେ ଦାମନଯୋଡ଼ି ବହୁ ଖ୍ୟାତି ଅର୍ଜନ କୋରୀଛି l ମାଁଙ୍କ ଅବମାନନା କୋରୀ ବହୁଲୋକ କୋଷ୍ଟ ପାଇବା କୋଥା ବି ବାଖ୍ୟା ରହିଛି l
ମାଙ୍କ ପୂଜା ଅର୍ଚ୍ଚନାରେ ବୁଦାପଡିବା ସହୋ ପାଳଙ୍ଗଶାଗ ତୁରୁଞ୍ଜାମାଛ ପାରା କୁକୁଡ଼ା ଆଦି ଭୋଗ ହଈ ଥାଏ l ମାଁଙ୍କ ପୂଜା ମଙ୍ଗଳବାର ଆଉ ସବୁବାର ଭଗ ରାଗ ସହପୂଜା ହଇଥାଏ l ଗୁରୁବାର ମାଁଙ୍କୁ ପୂଜା କୋରନ୍ତି ନି ଜାହା ପୂର୍ବଦିନୁ ଚାଲିଆସିଛି l ମାଁଙ୍କ ବାରମାସେ ତେର ପର୍ବ ହଈଥାଏ l ଜିଲ୍ଲା ରେ ମାଙ୍କବିଶ୍ଵାସ ଏମୀତୀ ରହିଛି ସହ ସହ ଭୋକ୍ତ ମାଙ୍କ ଦର୍ଶନ ନିମନ୍ତେ ପ୍ରତିଦୀନ ପହଞ୍ଚନ୍ତି l ଆଉ ପୂଜା ବାରେ ରାଜ୍ୟ ଓ ରାଜ୍ୟବାହାରୁ ବି ଭୋକ୍ତ ପହଞ୍ଚୀଥାନ୍ତି l ମାଙ୍କ ମହିମା ଅପାର ଏଇଠାକୁ ପହଞ୍ଚି ଜାହାମନାସି କି ଜାନ୍ତି କେବେ ମିଛ ନୁହଁ ବଲି ଭୋକ୍ତ କୁହୋନ୍ତି ମନସ୍କାମନା ପୁର୍ଣ୍ଣ ହଈଥାଏ ଵଲି ଭୋକ୍ତ ଙ୍କ ବିଶ୍ଵାସ ରହିଆସିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking