28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ନବବର୍ଷ ୨୦୨୦ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଆରମ୍ଭରୁ ହିଁ ଚନ୍ଦ୍ରଗ୍ରହଣ । ଏହା ଆସନ୍ତା ୧୦ତାରିଖରେ ପଡୁଛି । ଯାହା ଭାରତକୁ ଦୃଶ୍ୟମାନ ହେବ । ଭାରତ ସମେତ ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆ ଆଦି ମହାଦେଶରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଅନ୍ୟପକ୍ଷରେ ଚଳିତ ବର୍ଷ ୪ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ବୋଲି ଜଣାଯାଇଛି । ଜାନୁଆରୀ ବ୍ୟତୀତ ଜୁନ ୫, ଜୁଲାଇ ୪ ଓ ନଭେମ୍ବର ୨୯ରେ ଚନ୍ଦ୍ରଗ୍ରହଣ ଏବଂ ଜୁନ ୨୧ ଓ ଡିସେମ୍ବର ୧୪ରେ ସୂର୍ଯ୍ୟପରାଗ ଦେଖାଯିବ । ଏହାପୂର୍ବରୁ ୨୦୧୯ ଡିସେମ୍ବର ୨୬ରେ ସୂର୍ଯ୍ୟଗ୍ରହଣ ହୋଇଥିଲା । ଏହି ସୂର୍ଯ୍ୟଗ୍ରହଣ ଭାରତ ସମେତ ବିଶ୍ୱର ଅନେକ ଅଞ୍ଚରେ ଦୃଶ୍ୟମାନ ହୋଇଥିଲା ।
https://onakhabar.com/2020/01/02/rape-case-48/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking