37.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗଆବଶ୍ୟକ ପଡିଲେ ହେବ ଲକ ଡାଉନ

ଆବଶ୍ୟକ ପଡିଲେ ହେବ ଲକ ଡାଉନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଆବଶ୍ୟକ ନାହିଁ। କିନ୍ତୁ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍ କରାଯାଇପାରେ। ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକଡାଉନ ସମ୍ଭାବନା ନାହିଁ କିନ୍ତୁ ଏହାକୁ ଏଡାଇ ହେବ ନାହିଁ। ବିଟ୍ରେନ୍ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କଟକଣା ଜାରି ହୋଇଛି। ହେଲେ ଓଡ଼ିଶା ରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦି ଆବଶ୍ୟକ ପଡ଼େ ପୂର୍ବ ଭଳି କଟକଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଦୋହରାଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ କୋଭିଡ୍ କେସ୍ ସଂଖ୍ୟା କମୁଛି। ତେଣୁ ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ। ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି। ଲୋକେ ନିଜେ ସଚେତନ ରହିଲେ ଲକ୍‌ଡାଉନ୍‌କୁ ଏଡ଼ାଇ ହେବ। ସର୍ଭେଲାନ୍ସ ଟିମ୍ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking