35.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଧମକ

ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ୱର : ମଣ୍ଡି ସମସ୍ୟା ନେଇ ବିଧାନସଭା ଶୂନ୍ୟକାଳରେ ଆତ୍ମହତ୍ୟାର ଧମକ ଦେଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ପ୍ରଶ୍ନ୍ନକାଳ ସମୟରେ ମଣ୍ଡି ବ୍ୟବସ୍ଥାର ପ୍ରତିବାଦ କରି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ବସ ିରହିଥିଲେ । ତେବେ ବାଚସ୍ପତି ତାଙ୍କୁ ନିଜ ଆସନରେ ବସିବାକୁ କହିବା ସହ ଶୂନ୍ୟକାଳରେ ତାଙ୍କୁ କହିବାକୁ ସୁଯୋଗ ଦିଆଯିବ ବୋଲି କହିଥିଲେ ।

ଶୂନ୍ୟକାଳରେ ବିଧାୟକ ଅଭିଯୋଗ କରିଥିଲେ ଯେ, ଟୋକନରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଚାଷୀ ମାନେ ଏନେଇ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରୁଛନ୍ତି । ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ଓ ଏଥିପାଇଁ ସମ୍ପୁର୍ଣ୍ଣ ଭାବରେ ସରକାର ଦାୟୀ ଅଟନ୍ତି ।

ତେଣୁ ମଣ୍ଡିରୁ ଧାନ ନଉଠିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking