34.1 C
Bhubaneswar
Monday, June 9, 2025
Homeଓଡିଶାଭାଲୁ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ

ଭାଲୁ ଆକ୍ରମଣରେ ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର: ଶୌଚ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଶ୍ରମିକଙ୍କର ମୃତ୍ୟୁ । ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମ ନିକଟରେ ଆଜି ସକାଳୁ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଭାରତମାଳା ପରିଯୋଜନାରେ ୬ ଲେନ ରାସ୍ତା କାମରେ ନିୟୋଜିତ ଥିବା ଜଣେ ଶ୍ରମିକଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି । ମୃତ ବ୍ୟକ୍ତି ହେଲେ ବ୍ରିଜେଶ କୁମାର ଦ୍ବି୍ବେଦି । ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇଥିବାବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା । ଆଜି ସକାଳ ପ୍ରାୟ ୭ଟାରେ ବ୍ରିଜେଶ ଶୌଚ ପାଇଁ ଯାଇଥିଲା ବେଳେ ଏହା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking