29.1 C
Bhubaneswar
Saturday, July 27, 2024
Homeଓଡିଶାଟ୍ରେନ ଧକ୍କାରେ ଚାଲିଗଲା ସିଗନାଲ ଇଞ୍ଜିନିଅରଙ୍କ ଜୀବନ

ଟ୍ରେନ ଧକ୍କାରେ ଚାଲିଗଲା ସିଗନାଲ ଇଞ୍ଜିନିଅରଙ୍କ ଜୀବନ

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା ।

ଅନୂପ କାମ ସାରି ଏକ ଗୁଡ୍ସ ଟ୍ରେନରେ ଲଖନା ପହଞ୍ଚି ଥିଲେ । ସେଠାରୁ ଘରକୁ ଯିବାକୁ ବାହାରି ଥିବା ବେଳେ ରେଳ ଟ୍ରାକରେ ଗୋଡ଼ ଫସି ଯାଇଥିଲା । ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଲେ ଚେଷ୍ଟା ବିଫଳ ହୋଇଥିଲା। ଫଳରେ ଅନୁପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking