29.1 C
Bhubaneswar
Tuesday, May 12, 2026
Homeଓଡିଶାସୁକିନ୍ଦାରେ ବିଜେଡି ଦମ ଦେଖାଇ  କଳା ଦିବସ ପାଳନକୁ ସଫଳ କଲା

ସୁକିନ୍ଦାରେ ବିଜେଡି ଦମ ଦେଖାଇ  କଳା ଦିବସ ପାଳନକୁ ସଫଳ କଲା

ଯାଜପୁର: ଯାଜପୁର ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ବିଜେପି ଦଳ ର ଗୁଣ୍ଡା ମାନେ ଆତଙ୍କ ଚଳାଇଛନ୍ତି ଶାନ୍ତ ସୁକିନ୍ଦା ଅଶାନ୍ତ ହୋଇପଡିଛି ଖଣି ଅଞ୍ଚଳ ରେ ଶ୍ରମିକ ନେତା ମହିଳା ମନଙ୍କୁ ଆକ୍ରମଣ କରୁଛନ୍ତି ପୋଲିସ୍ ପ୍ରଶାସନ ନିକଟ ରେ ଅଭିଯୋଗ କଲେ ପୋଲିସ୍ ପ୍ରଶାସନ ନୀରଦ୍ରଷ୍ଟା ସାଜିଛନ୍ତି ପୋଲିସ୍ ସମ୍ମୁଖ ରେ ବିଜେପି ଗୁଣ୍ଡା ମାନେ ମାଡ ମାରିଲେ ପୋଲିସ୍ ଚୁଡ଼ି ପିନ୍ଧି ବସି ଛନ୍ତିଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଇ ପଡ଼ିଛି ଏହା ର ପ୍ରତିବାଦ କରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି କଳା ଦିବସ ଡାକରା ଡିଆ ଯାଇ ଥିଲା l ଏହି କଳା ଦିବସ ରେ ପୂର୍ବ ତନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡାଇ ଙ୍କ ନେତ୍ରୁତ୍ୟୋ ରେ ସମଗ୍ର ନିବlର୍ଚ୍ଚନ ମଣ୍ଡଳୀ ଜନ ପ୍ରତୀ ନିଧି ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ କଳା ଗାମୁଛା ବିଜେଡ଼ି ପତାକା ଧରି ଡ଼ୁବୁରୀ ଛକ ଠାରୁ ବିରାଟ ଶୋଭା ଯାତ୍ରା ବାହାରି ଡବଲ ଇଞ୍ଜିନ ସରକାର ବିରୁଦ୍ଧ ବିଭନ୍ନ ନରା ବାଜି କାର ଯାଇ ଥିଲା ମୋହନ ସରକାର ଡାଉନ୍ ଡାଉନ୍ ମନ୍ତ୍ରୀ ଟୁଟୁ ବଳ ସାମନ୍ତ ଛି ଛି ରେ ନାରା ଦିଆ ଯାଇଥିଲା ଶାନ୍ତ ସୁକିନ୍ଦା କୂ ଅଶାନ୍ତ କରିବା ଚାଲିବ ନାହିଁ ସୁକିନ୍ଦା ବାସି ଙ୍କ ସୁରକ୍ଷା ଆମର ଦାବୀ ପ୍ରଭୁତି ନାରl ଦିଆ ଯାଇଥିଲା ପୂର୍ବ ତନ ମନ୍ତ୍ରୀ ଶ୍ରୀ ଘଡେଇ ପୂର୍ବ ତନ ସାଂସଦ ଶର୍ମିଷ୍ଠା ସେଠୀ ଙ୍କ ନେତ୍ରୁ ତ୍ୟୁ ରେ କଳିଙ୍ଗନଗର ଅତିରିକ୍ତ ଏସପି ଙ୍କୁ ଏକ ଦାବି ପତ୍ର ଯାଜପୁର ଏସପି ଙ୍କ ଉଦ୍ଦେଶ୍ୟ ପ୍ରଦାନ କରା ଯାଇ ଥିଲା l ସୁକିନ୍ଦା ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଲେ ବିଜେଡ଼ି ରାଜ ରାସ୍ତା କୂ ଓହ୍ଲାଇବ ବୋଲି ପୂର୍ବ ତନ ମନ୍ତ୍ରୀ ଶ୍ରୀ ଘଡେଇ ଜିଲ୍ଲା ପୋଲିସ୍ ପ୍ରଶାସନ କୁ ଚରମ ବାଣୀ ଦେଇ ଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking