30.1 C
Bhubaneswar
Wednesday, July 16, 2025
Homeଦେଶ ବିଦେଶଦିଲ୍ଲୀର ଦିଲଶାଦ ଗାର୍ଡେନରେ ଅଗ୍ନିକାଣ୍ଡ: ୨ ମୃତ

ଦିଲ୍ଲୀର ଦିଲଶାଦ ଗାର୍ଡେନରେ ଅଗ୍ନିକାଣ୍ଡ: ୨ ମୃତ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଦିଲସାଦ ଗାର୍ଡେନରେ ଅଗ୍ନିକାଣ୍ଡ ଘଟି ୨୪ ବର୍ଷୀୟ ଯୁବକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।  ଏଭଳି ଘଟଣା  କୋଡି କଲୋନୀ ଅଞ୍ଚଳରେ ଘଟିଛି ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ   ନିଆଁକୁ ନିୟନ୍ତ୍ରଣ କରିଥଲେ ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ,  ଇ- ରିକ୍ସା ଚାର୍ଜ ହେବା ଯୋଗୁଁ ଅଗ୍ନିକାଣ୍ଡ ଥାଇପାରେ ।  ଏହି ଅଗ୍ନିକାଣ୍ଡରେ  ଦୁଇଟି ଇ- ରିକ୍ସା  ଜଳି ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ଜଣେ ଯୁବକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।   ସୂଚନା ଥାଉକି, ଉତ୍ତର- ପୂର୍ୱ  ଦିଲ୍ଲୀର ଘୋଣ୍ଡା  ଅଞ୍ଚଳରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ  ଶୁକବାର ଘଟିଥିବା ଅଗ୍ନିକାଣ୍ଡକୁ ଚାରୋଟି ଦମକଳ ଗାଡି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking