28.1 C
Bhubaneswar
Saturday, July 19, 2025
Homeବ୍ରେକୀଙ୍ଗକୁନ୍ଦୁରା ଟ୍ରାକ୍ଟର ସଙ୍ଘର ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

କୁନ୍ଦୁରା ଟ୍ରାକ୍ଟର ସଙ୍ଘର ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଏକ ଆଦିବାସୀ ଅନୁଷ୍ଟିତ ଅଞ୍ଚଳ l ରୋଜଗାର ପନ୍ଥା କହୀଲେ କୁଲି ମଜୁରୀ କୋରି ପେଟକୁ ଦି ମୁଠା ଦାନା ସଞ୍ଚୟ କୋରୀବା l ଏହି ପୋରୀପେଖୀରେ କୋରାନା କୋଟକୋଣା ଲୋକଙ୍କୁ ମତବେସ୍ତୋ କୋରୀଛି l ଏହୀଥୀରୁ ବାଦ ପଡିନାହାନ୍ତି ଟ୍ରାକ୍ଟର ମାଲିକ ଡ୍ରାଇଭର ଲେବର l ଗୋଟିଏ ଟ୍ରାକ୍ଟର ମାଲିକୋ ସହ ପ୍ରାୟ ଆଠ ଦଶ ଘୋର ଚଳିଥାଏ ଗୋଟିଏ ଟ୍ରାକ୍ଟରରେ । ଟ୍ରାକଟର ଏହା ପ୍ରତିସରକାର ନଜର ଆନ୍ଦାଜ କୋରୀ ବାଲି ଚଲାଣ କାଟିଥିବା ବାଦେ ରାସ୍ତା ରେ ବୋଝେଇ ଟ୍ରାକ୍ଟର ରଖି । ହଜାର ହଜାର ଟଙ୍କା ଆଦାୟୋ କୁ ବିରଧ କୋରୀ କୁନ୍ଦୁରା ଟ୍ରାକଟର ମାଲିକ ସଂଘ କୁନ୍ଦ୍ରା ତସୀଲଦାରଙ୍କୁ ଏକ ଦାବିପତ୍ର ଉପୋଜୀଲ୍ଲାପାଳଙ୍କ ଜରିଆରେ ପ୍ରଦାନ କୋରୀଛନ୍ତି ତାସତେ କୁନ୍ଦୁରା ଥାନା ଅଧିକାରୀଙ୍କୁ ବି ବାଲି ଚରାଚଲାଣ ରକୀବା ନିମନ୍ତେ ଲିଖିତ ଅଭିଯୋଗ କୋରୀଛନ୍ତି ଟ୍ରାକ୍ଟର ମାଲିକ ସଂଘ l  ଏହା କୁ ରକୀବା ନିତାନ୍ତ ଆବଶ୍ୟକ ରହିଛି l ବାହାର ରାଜ୍ୟ କୁ ବାଲି ଚାଲାଣ ହଉଥିବା ବେଳେ କୁନ୍ଦ୍ରା ବ୍ଲୋକ ରେ ଅଭାବ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking