36.7 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା

ଏଆଇସିସି ସି ଡବ୍ଲୁ ସି ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ମଣିପୁର ଓ ମିଜରାମ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ଭବାନୀପାଟଣା ଠାରେ କଳାହାଣ୍ଡି କଂଗ୍ରେସ ପକ୍ଷରୁ ସମ୍ଭଧିତ କରାଯାଇଛି । ଆଗାମୀ ଦିନରେ PCC ର ନୂଆ ପ୍ରଭାରୀ ସହ ମିଶି ଓଡ଼ିଶାରେ କଂଗ୍ରେସ କୁ ପୁନଃ ଉଥାନ କରାଯାଇ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶା ସମେତ ମିଜରାମ ଓ ମଣିପୁର ରେ ସରକାର ଗଢିବ ବୋଲି ଭକ୍ତ ଦୃଢକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking