39.8 C
Bhubaneswar
Thursday, April 18, 2024
Homeଓଡିଶାକୋଭିଡ କିଓସ୍କ ଉଦଘାଟିତ

କୋଭିଡ କିଓସ୍କ ଉଦଘାଟିତ

ଯାଜପୁର : ଯାଜପୁର ପୌରପାଳିକା ଏବଂ ଓରମାସ ପକ୍ଷରୁ ଗାନ୍ଧୀ ଛକ ନିକଟରେ ଏକ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଏହାକୁ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ କୋଭିଡ ସଂପର୍କରେ ସମସ୍ତ ପ୍ରକାର ସୂଚନା ମିଳିବା ସହିତ କୋରୋନା ମୁକାବିଲା ପାଇଁ ହ୍ୟାଣ୍ଡୱାସ,ସାନିଟାଇଜର,ଗ୍ଲୋଭ୍‌ସ,ପେଂସ ମାସ୍କ ଏବଂ କାଢ଼ା ମିଳିପାରିବ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଓରମାସର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking