29 C
Bhubaneswar
Tuesday, June 23, 2026
Homeଓଡିଶାକିସ୍ ଛାତ୍ର ହତ୍ୟା: ଆଉ ୩ ଅଟକ

କିସ୍ ଛାତ୍ର ହତ୍ୟା: ଆଉ ୩ ଅଟକ

ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣାରେ ଆଉ ୩ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ। ନନ୍ଦନକାନନ ଥାନାରେ ଆଉ ୩ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପୂର୍ବରୁ ୩ ଜଣଙ୍କୁ ଇନ୍‌ଫୋସିଟି ପୋଲିସ ଉଠାଇ ଆଣିଥିଲା। ଏଯାବତ ମୋଟ ୬ ଜଣ କିସ୍‌ କର୍ମଚାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ଆଜି ଏହି ଘଟଣାରେ ପ୍ରାଥମିକ ତଦନ୍ତରୁ ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିବା ଜଣାପଡିଛିଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ କିସ୍‌ ଛାତ୍ର ହତ୍ୟାର ତଦନ୍ତ ଚାଲିଛି। ବିଭାଗ ଅବଗତ ଅଛି, ସତ୍ୟାସତ୍ୟ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ।

ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ବବିତା ପାତ୍ର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking