ଭୁବନେଶ୍ୱର : ଅର୍ଚ୍ଚନା ସହଯୋଗୀ ଖଗେଶ୍ୱରକୁ ଆଉ ୩ ଦିନ ରିମାଣ୍ଡରେ ନେଲା ଇଡି । ଆଉ ୩ ଦିନ ରିମାଣ୍ଡରେ ନେବାକୁ ଏଡିଜେ କୋର୍ଟଙ୍କ ଅନୁମତି । ଆଉ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । ୧୦ ଦିନ ରିମାଣ୍ଡ ସରିବା ପରେ ପୁଣି ଆଉ ୩ ଦିନ ରିମାଣ୍ଡରେ ଗଲା ।