ଭୁବନେଶ୍ୱର : ରାଜ୍ୟରେ ଦୈନିକ ଆବଶ୍ୟକତା ରହିଛି ୩ କୋଟି ଅଣ୍ଡା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚତନା ଦେଇଛନ୍ତି । ୧ କୋଟି ୧୦ ହଜାର ଅଣ୍ଡା ଦୌନିକ ଉତ୍ପାଦନ ହେଉଛି । ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି । ଆଗକୁ ବିଭିନ୍ନ ଯୋଜନାରେ ଅଣ୍ଡା ଉତ୍ପାଦନ କରାଯିବ ।