30.1 C
Bhubaneswar
Tuesday, June 18, 2024
Homeଓଡିଶାଝାରସୁଗୁଡ଼ା ଉପନିର୍ବାଚନ: ଜିତିଲା ବିଜେଡି, ହାରିଲା ବିଜେପି

ଝାରସୁଗୁଡ଼ା ଉପନିର୍ବାଚନ: ଜିତିଲା ବିଜେଡି, ହାରିଲା ବିଜେପି

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ୧୯ତମ ରାଉଣ୍ଡ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୨୩୯୫ ଭୋଟରେ ଆଗୁଆ ଅଛନ୍ତି। ୧୯ତମ ରାଉଣ୍ଡରେ ବିଜେଡିକୁ ୧୦୭୦୦୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୪୮୬୮୯ ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୧୯ତମ ରାଉଣ୍ଡରେ ମାତ୍ର ୪୪୭୩  ଖଣ୍ଡ ଭୋଟ ମିଳିଛି।

ବିଜେଡି- ୧୦୭୦୦୩
ବିଜେପି-୫୮୩୧୪
କଂଗ୍ରେସ-୪୪୭୩
ଆଗୁଆ: ୪୮୬୮୯

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking