32.1 C
Bhubaneswar
Thursday, March 28, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କିଏ ହେବ କର୍ଣ୍ଣାଟକ କିଙ୍ଗ୍ ?

କିଏ ହେବ କର୍ଣ୍ଣାଟକ କିଙ୍ଗ୍ ?

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ସକାଳ ୮ଟାରୁ ୩୬ଟି ଗଣତି କେନ୍ଦ୍ରରେ ଗଣନା ଆରମ୍ଭ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ଆରମ୍ଭ ହୋଇଥିଲା ଇଭିଏମ୍ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମଧ୍ୟରେ ବେଶ୍ ଟକ୍କର ଦେଖିବାକୁ ମିଳୁଛି ।

ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ମୋଟ୍‌ ୨୨୩ ଆସନରୁ କଂଗ୍ରେସ୍ ୧୨୦ଟି ସିଟରେ ଆଗୁଆ ରହିଥିବାବେଳେ ବିଜେପି ୮୧ଟି ସିଟରେ ଆଗୁଆ ରହିଛି । ସେହିପରି ଜେଡିଏସ୍ ୨୧ଟି ସିଟ ଓ ଅନ୍ୟାନ୍ୟ ଦଳ ଗୋଟିଏ ସିଟରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking