34.1 C
Bhubaneswar
Thursday, April 25, 2024
Homeଓଡିଶାବିଦ୍ୟା ସାଗରଙ୍କ ୨୦୦ତମ ଜୟନ୍ତୀ ପାଳିତ

ବିଦ୍ୟା ସାଗରଙ୍କ ୨୦୦ତମ ଜୟନ୍ତୀ ପାଳିତ

ଯାଜପୁର : ଏ ଆଇ ଡ଼ି ଏସ ଓ ,ଏ ଆଇ ଡ଼ି ୱ। ଇ ଓ, ଓ ଏ ଆଇ ଏମ ଏସ ଏସ ସଙ୍ଗଠନ ପକ୍ଷରୁ ସାରା ଦେଶରେ ପାର୍ଥିବ ମାନବତା ବାଦି ଇଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ୨୦୦ ତମ ଜନ୍ମ ବାର୍ଷିକ ପାଳିତ ହୋଇ ଯାଇଛି । ଏହି ଅବସରରେ ଯାଜପୁର ରୋଡ଼ କାର୍ଯ୍ୟାଳୟ ଠାରେ AIDY0 ରାଜ୍ୟ ସଭାପତି ବିଜୟା ନନ୍ଦ ମଲ୍ଲିକ ଙ୍କ ସଭାପତିତ୍ୱରେ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସ ୟୁ ସି ଆଇ(ସି) ଯାଜପୁର ରୋଡ଼ ଇନଚାର୍ଜ ସୁଧାଂଶୁ ଦାସ ବିଦ୍ୟା ସାଗରଙ୍କ ଫଟୋ ଚିତ୍ରରେ ପୁଷ୍ପମଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ DYO ରାଜ୍ୟ ସମ୍ପାଦକ କେଦାର ନାଥ ସାହୁ DSO ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିରୁପମl ବେହେରା, MSS ନେତ୍ରୀ ମିନତି ବାରିକ, ରାଧାକାନ୍ତ ଜେନା,ସନ୍ତୋଷ ସାହୁ, ରାଜ କିଶୋର ମହାନ୍ତ, ଧ୍ରୁବ ପଣ୍ଡା,ନୂତନ ମଲ୍ଲିକ, ବବି ସିଂହ ,ଚିତ ରଂଜନ ମଲ୍ଲିକ,ପଙ୍କଜ ମଲ୍ଲିକ,ରମେଶ ମାଝି, ସ୍ମୃତି ସ୍ବାଇଁ, ଓ ମଧୁସ୍ମିତା ପ୍ରଧାନ ପ୍ରଭୃତି ପୁଷ୍ପମାଲ୍ୟ ଅର୍ପଣ କଲାପରେ ବିଦ୍ୟା ସାଗରଙ୍କ ଉପରେ ରଚିତ ସଂଗୀତ ଗାନ କରଯାଇଥିଲା । ବିଦ୍ୟା ସାଗରଙ୍କ ଜୀବନ ସଂଗ୍ରାମ ଉପରେ ଚର୍ଚ୍ଚା କଲାପରେ ସଭାକାର୍ଯ୍ୟ ଶେଷ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking